କାଳିଆରେ ମନ ବୋଲି ତୋର କିଛି ନାହିଁ
ମନକୁ ତୋହର ଗୋପ‑ଗଓଡୁଣୀ
ମନକୁ ତୋହର ଗୋପ‑ଗଓଡୁଣୀ
ରାଧିକା ଯାଇଛି ନେଇ
(କାଳିଆରେ… ତୋର କିଛି ନାହିଁ)
ମନ ଯଦି ତୋର ଥାଆନ୍ତି ସତେରେ
ମୋ ମନ ପାରନ୍ତୁ ବୁଝି
କେତେବେଳେ ଥରେ ମନେ ପଡିଗଲେ
ମୋତେ ତୁ ପାରନ୍ତୁ ଖୋଜି
କାଳିଆରେ ମନ ବୋଲି ତୋର କିଛି ନାହିଁ
ମନକୁ ତୋହର ଗୋପ‑ଗଓଡୁଣୀ
ମନକୁ ତୋହର ଗୋପ‑ଗଓଡୁଣୀ
ରାଧିକା ଯାଇଛି ନେଇ
(କାଳିଆରେ… ତୋର କିଛି ନାହିଁ)
ମନ ଯଦି ତୋର ଥାଆନ୍ତି ସତେରେ
ମୋ ମନ ପାରନ୍ତୁ ବୁଝି
କେତେବେଳେ ଥରେ ମନେ ପଡିଗଲେ
ମୋତେ ତୁ ପାରନ୍ତୁ ଖୋଜି